ତ୍ରିସୀମା
ସନ୍ନିଧି; ନିକଟ; ସମୀପ — Proximity; vicinity.
(ଯଥା—ଯେ ବିଦ୍ୟାଳୟର ତ୍ରିସୀମା ମାଡ଼ି ନାହାନ୍ତି, ସେ ପଣ୍ଡିତ ବୋଲି ପୂଜା ପାଉଅଛନ୍ତି)