Jump to content

ତ୍ରିସ୍ପୃଶା

ଉଇକିଅଭିଧାନ‌ରୁ

ତ୍ରିସ୍ପୃଶା

ଉଚ୍ଚାରଣ

[ସମ୍ପାଦନା]

(ତ୍ରିସ୍ପର୍ଶା—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ତ୍ରି+ସ୍ପୃଶ୍ ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ. ଆ)

[ସମ୍ପାଦନା]

ଯେଉଁ ଏକାଦଶୀରେ ଏକାଦଶୀର କ୍ଷୟ ହୋଇ ପରେ ଦ୍ୱାଦଶୀ ଓ ରାତ୍ରି ଶେଷରେ ତ୍ରୟୋଦଶୀର ସଂଯୋଗ ହୁଏ —A day on which Ekādaṡī Dwādaṡi and Trayodasi the ୩ lunar days fall in the course of one solar day.

[ଦ୍ରଷ୍ଟବ୍ୟ —ଏହା ପୁଣ୍ୟ କାର୍ଯ୍ୟ କରିବା ପାଇଁ ପ୍ରଶସ୍ତ ତିଥି ଅଟେ ]