ତ୍ରିସ୍ରୋତାଃ
ତିନି ଧାରରେ ବୋହି ଯାଉଥିବା —Flowing in three currents.
ତ୍ରିପଥଗା; ଗଙ୍ଗାନଦୀ; ଭାଗୀରଥି —The river Ganges (said to flow through three worlds).