ତ୍ରିହାୟଣୀ
ଦେଖଣା
ତ୍ରିହାୟଣୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ବହୁବ୍ରୀହି; ତ୍ରି+ହାୟନ+ସ୍ତ୍ରୀ. ଈ)
[ସମ୍ପାଦନା]- ୧. ତିନି ବର୍ଷିୟା ଗାଈ; ଛଡ଼ା —୧. A heifer three years old.
- ୨. (ପୁରାଣ ମତରେ ତିନିଯୁଗରେ ଜନ୍ମଗ୍ରହଣ କରିଥିବା ସ୍ତ୍ରୀ) ଦ୍ରୌପଦୀ —୨. Dr&aline;&uline;padi
[ ଦ୍ର—ଏ ସତ୍ୟ ଯୁଗରେ ବେଦବତୀ, ତ୍ରେତାରେ ଜାନକୀ, ଦ୍ୱାପରରେ ଦ୍ରୌପଦୀ ରୂପ ଜନ୍ମଗ୍ରହଣ କରିଥିଲେ ]