ତ୍ରିହୁତ
ତିରହୁତ୍ ମିଥିଳା ଅନ୍ତର୍ଗତ ଦେଶ; ଆଧୁନିକ ବିହାରର ଦ୍ୱାରଭଙ୍ଗ ଓ ମଜଫରପୁର ଜିଲ୍ଲା —Tirhoot.
[ ଦ୍ର—ଏହାକୁ ଗଙ୍ଗା, ଗଣ୍ଡକୀ ଓ କୌଶିକୀ ଏହି ତିନି ଗୋଟି ନଦୀ ଘେରି ରହିଅଛି]