Jump to content

ତ୍ରିୟମ୍ୱକ

ଉଇକିଅଭିଧାନ‌ରୁ

ତ୍ରିୟମ୍ୱକ

ଉଚ୍ଚାରଣ

[ସମ୍ପାଦନା]

=== ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ତ୍ରି=ତିନି+ଅମ୍ୱକ=ଚକ୍ଷୁଃ)

ତ୍ର୍ୟମ୍ୱକ; ମହାଦେବ; ଶିବ — The three-eye God Ṡiba.

[ଦ୍ରଷ୍ଟବ୍ୟ —ଏହି ଶବ୍ଦ ସାଧାରଣତଃ 'ତ୍ର୍ୟମ୍ୱକ' ରୂପେ ବ୍ୟବହୃତ ହୁଏ କେବଳ ମାତ୍ର କବି କାଳିଦାସ 'ତ୍ରିୟମ୍ୱକ' ଶବ୍ଦ ବ୍ୟବହାର କରିଅଛନ୍ତି

ଏହି ଶବ୍ଦ ତ୍ରିଅମ୍ୱକରୂପେ ଦେଶଜରୂପରେ ବ୍ୟବହୃତ ହୁଏ]