Jump to content

ତ୍ରି କଳିଙ୍ଗ

ଉଇକିଅଭିଧାନ‌ରୁ

ତ୍ରି କଳିଙ୍ଗ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ତିନିଟି ଅଂଶଯୁକ୍ତ କଳିଙ୍ଗ ରାଜ୍ୟ (ଯଥା—ଉତ୍ତର କଳିଙ୍ଗ ବା ଉତ୍କଳିଙ୍ଗ; ମଧ୍ୟ କଳିଙ୍ଗ ବା ମୁଡ଼କଳିଙ୍ଗ ଓ ଦକ୍ଷିଣ କଳିଙ୍ଗ) —The ancient Kaḻiṅga Kingdom consisting of ୩ parts (north middle and south).

[ ଦ୍ର—କଳିଙ୍ଗ ତଳେ ନୋଟ୍ ଦୁଷ୍ଟବ୍ୟ ଉତ୍କଳ, କୋଙ୍ଗଦ ଓ କଳିଙ୍ଗ ଏହି ତିନିଟି ରାଜ୍ୟ ପୃଥକ ହୋଇଥିଲେ ମଧ୍ୟ ଖ୍ରୀଷ୍ଟଜନ୍ମର ବହୁ ଶତାବ୍ଦୀ ପୂର୍ବରୁ ରାଜନୀତିକ ସୂତ୍ରରେ ଏକତ୍ର ଆବଦ୍ଧ ରହି 'ତ୍ରିକଳିଙ୍ଗ' ନାମରେ ଅଭିହତ ହେଉଥିଲେ—ବିନାୟକ ଉତ୍କଳ ସାହିତ୍ୟ ଇତିହାସ ]