ତ୍ରି ଚିନାପଲ୍ଲୀ
ଦେଖଣା
ତ୍ରି ଚିନାପଲ୍ଲୀ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]କାବେରୀ ନଦୀ କୂଳରେ ଅବସ୍ଥିତ ଦାକ୍ଷିଣାତ୍ୟର ନଗରବିଶେଷ —Name of a town in the Deccan situated on the bank of the Kaveri river; Trichy.
[ଦ୍ରଷ୍ଟବ୍ୟ —ଇଂରେଜମାନେ ସଂପକ୍ଷରେ ଏହାକୁ 'ଟ୍ରିଚୀ' ବୋଲି କହନ୍ତି ଓ ଲେଖନ୍ତି ଖ୍ରୀ. ୧୮୪୫: ସାଲ ପୂର୍ବରୁ ଏଠାରେ ଗୋଟିଏ ବିଖ୍ୟାତ ପାର୍ବତ୍ୟ ଦୁର୍ଗ ଥିଲା ପର୍ବତ ଉପରେ ଗଣେଶଙ୍କ ମନ୍ଦିର ଅଛି ପର୍ବତର କାନ୍ଥିରେ ମଥୁରଭୂତେଶ୍ୱରଙ୍କ ମନ୍ଦିର ଅଛି ଏ ପର୍ବତ ଚାରିପାଖର ନିମ୍ନଭୂମିର ୬ ଫୁଟ ଉଚ୍ଚ ଏଠାରୁ ଶ୍ରୀରଙ୍ଗମ୍ ଓ ଶ୍ରୀରଙ୍ଗମ୍ର ଗୋପୁରମାନ ଦେଖାଯାଏ ଓ କାବେରୀ ନଦୀର ଦୁଇ ଶାଖା ମଧ୍ୟ ଦିଶେ ଏହାର ପୂର୍ବ ନାମ ତ୍ରିଶିରାପଲ୍ଲୀ ଏଠାରେ ରାମଚନ୍ଦ୍ର ତ୍ରିଶିରା ରାକ୍ଷସକୁ ବଧ କରିଥିଲେ]