Jump to content

ତ୍ରି ତୟ

ଉଇକିଅଭିଧାନ‌ରୁ

ତ୍ରି ତୟ

ଉଚ୍ଚାରଣ

[ସମ୍ପାଦନା]

ତ୍ରିତୟା, ତ୍ରିତୟୀସ୍ତ୍ରୀ

ସଂସ୍କୃତ - ବିଶେଷ୍ୟ - (ତ୍ରି+ପୂରଣାର୍ଥେ ଓ ଅବୟବାର୍ଥେ, ତୟ)

[ସମ୍ପାଦନା]
୧. ଧର୍ମ, ଅର୍ଥ ଓ କାମ ଏହି ତିନିର ସମାହାର — ୧. The aggregate of piety, riches and wordly desire.
୨. ତିନି ସଂଖ୍ୟା —୨. Three.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ତ୍ରିସଂଖ୍ୟାନ୍ୱିତ —Numbering three.