ତ୍ରି ଦଣ୍ଡ
ଦେଖଣା
ତ୍ରି ଦଣ୍ଡ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ସମାହାର ଦ୍ୱିଗୁ; ତ୍ରି+ଦଣ୍ଡ)
[ସମ୍ପାଦନା]- ୧. ସନ୍ନ୍ୟାସ ଆଶ୍ରମର ଚିହ୍ନ; ଏକତ୍ରୀକୃତ ତିନି ଖଣ୍ଡ ଯଷ୍ଟି; ସନ୍ନ୍ୟାସୀମାନେ କାନ୍ଧରେ ବହନ କରିବା ଖଣ୍ଡିଏ ବଡ଼ ଯଷ୍ଟିର ଅଗ୍ର ଭାଗରେ ଆଉ ଦୁଇ ଖଣ୍ଡ ଛୋଟ କାଠି ବନ୍ଧା ହୋଇଥିବା ଦଣ୍ଡ —୧. A staff with a cross attached at the top, carried by a class of ascetics; the sacred triple staff of an ascetic.
- ୨. ମନ, ବାକ୍ୟ ଓ କାର୍ଯ୍ୟର ନିଗ୍ରହ; ମନଃସଂଯମ, ବାକ୍ ସଂଯମ ଓ ଦେହସଂଯମ —୨. Control over one's thoughts, words and actions; triple self control
- ୩. ସନ୍ନ୍ୟାସାଶ୍ରମ —୩. The state of a Sannyāsī or ascetic.
- ୪. ମନୋଦଣ୍ଡ, ବାଗ୍ଦଣ୍ଡ ଓ କାୟଦଣ୍ଡ, ଏହି ତ୍ରିତୟ — ୪. Three kinds of punishment viz. on the mind, on one's utterances and one's body.