Jump to content

ତ୍ରି ଧାତୁ

ଉଇକିଅଭିଧାନ‌ରୁ

ତ୍ରି ଧାତୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତ୍ରି+ ଧାତୁ; ସମାହାର)

[ସମ୍ପାଦନା]
୧. ସୁନା, ରୂପା ଓ ତମ୍ୱା — ୧. Gold; silver and copper.
୨. ଶରୀରସ୍ଥ କଫ, ବାତ ଓ ପିତ୍ତ —୨. The ୩ humours of the body; phlegum, wind and bile.