ତ୍ରି ଧାମା
ଦେଖଣା
ତ୍ରି ଧାମା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ପୁଂ. (ବହୁବ୍ରୀହି; ତ୍ରି+ଧାମନ୍= ବାସସ୍ଥାନ ଯାହାର; ତ୍ରିଧାମନ୍; ୧ମା ୧ବ)
[ସମ୍ପାଦନା]- ୧. ବ୍ରହ୍ମା — ୧. Brahma.
- ୨. ବିଷ୍ଣୁ —୨. Bishṇu.
- ୩. ଶିବ —୩. Ṡiba.
- ୪. ଅଗ୍ନି —୪. Fire.
- ୫. ମୃତ୍ୟୁ —୫. Death.
- ୬. ସ୍ୱର୍ଗ —୬. Heaven.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ତ୍ରିସଂଖ୍ୟାନ୍ୱିତ —Numbering there.