Jump to content

ତ୍ରି ଧାର

ଉଇକିଅଭିଧାନ‌ରୁ

ତ୍ରି ଧାର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ସମାହାର ଦ୍ୱିଗୁ; ତ୍ରି+ ଧାର)

[ସମ୍ପାଦନା]

ତିନିଗୋଟି ଧାରାର ସମାହାର —There streams flowing or meeting together.

ବିଶେଷଣ -

[ସମ୍ପାଦନା]
୧. ତିନି ଧାରାବିଶିଷ୍ଟ — ୧. Having three streams.
୨. ତିନି ଧାରାରେ ବୋହି ଯାଉଥିବା — ୨. Flowing in three streams.