Jump to content

ତ୍ରି ଧାରା

ଉଇକିଅଭିଧାନ‌ରୁ

ତ୍ରି ଧାରା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଦ୍ୱିଗୁ ଓ କର୍ମଧା; ତ୍ରି+ଧାରା)

[ସମ୍ପାଦନା]
୧. ତିନିଗୋଟି ଧାରା ବା ପାଣି ବହିବା ଧାର — ୧. Three streams flowing together.
୨. (ବହୁବ୍ରୀହି) ତିନି ଧାରାରେ ବହିଯାଉଥିବା ନଦୀ, ଗଙ୍ଗା — ୨. The Ganges flowing in three streams.

[ଦ୍ରଷ୍ଟବ୍ୟ —ପୁରାଣମତରେ ଗଙ୍ଗାର ପ୍ରଥମ ଧାରା ମନ୍ଦାକିନୀରୂପେ ସ୍ୱର୍ଗରେ, ଦ୍ୱିତୀୟ ଧାରା ଭାଗୀରଥୀରୂପେ ମର୍ତ୍ତ୍ୟରେ ଓ ତୃତୀୟ ଧାରା ଭୋଗବତୀରୂପେ ପାତାଳରେ ବହୁ ଅଛି]

୩. ଦେଉଳିଆ ସିଝୁ — ୩. A kind of cactus,