ତ୍ରି ପଣ୍ଡ
ଦେଖଣା
ତ୍ରି ପଣ୍ଡ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ତ୍ରି=ଧର୍ମ, ଅର୍ଥ, କାମ+ପଣ୍ଡ=ବ୍ୟର୍ଥ; ଯେ ଧର୍ମ, ଅର୍ଥ କାମକୁ ପଣ୍ଡ କରେ)
[ସମ୍ପାଦନା]- ୧. ଦୁରାତ୍ମା; ଦୁର୍ବୃତ୍ତ — ୧. Wicked.
- ୨. ଖଳ; ଶଠ; ପ୍ରତାରକ — ୨. Cheating; fraudulent; deceitful.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. କଦାକାର —୧. Ugly.
ବିଣର ବିଶେଷଣ -
[ସମ୍ପାଦନା]- ୧. ବିକଟରୂପେ; ଭୟାନକରୂପେ — ୧. Frightfully.
- ୨. ଅତ୍ୟନ୍ତ —୨. Very.