Jump to content

ତ୍ରି ପତାକା

ଉଇକିଅଭିଧାନ‌ରୁ

ତ୍ରି ପତାକା

ଉଚ୍ଚାରଣ

[ସମ୍ପାଦନା]

(ତ୍ରିପତାକା—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ତ୍ରି+ପତାକା; ପତାକା ପରି ଚିହ୍ନ— ତ୍ରୟବିଶିଷ୍ଟ)

[ସମ୍ପାଦନା]

ପତାକାତ୍ରୟବିଶିଷ୍ଟ —Having three flags.

ବିଶେଷ୍ୟ -

[ସମ୍ପାଦନା]
୧. ପତାକାବତ୍ ରେଖାତ୍ରୟ ଅଙ୍କିତ ଲଲାଟ — ୧. A brow having three flag-like lines or folds.
୨. ମଧ୍ୟମା ଓ ଅନାମିକା ଅଙ୍ଗୁଳି ଛଡ଼ା ଅନ୍ୟ ତିନି ଆଙ୍ଗୁଳି ବିଶିଷ୍ଟ ହସ୍ତ —୨. A palm of hand having three fingers only (i.e. without the middle and the ring fingers).