ତ୍ରି ପତ୍ର
ଦେଖଣା
ତ୍ରି ପତ୍ର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ତ୍ରି+ ପତ୍ର)
[ସମ୍ପାଦନା]ତିନି ଗୋଟି ପତ୍ରବିଶିଷ୍ଟ — Trefoil; having three leaves attached to a stalk.
ବିଶେଷ୍ୟ -
[ସମ୍ପାଦନା]- ୧. ବେଲପତ୍ରୀ —୧. The Bel leaves (having three leaves together.
- ୨. ବେଲଗଛ —୨. The Bel tree.
- ୩. କୁଶତ୍ରୟରେ ରଚିତ ଦୈବ ଓ ପୈତକାର୍ଯ୍ୟରେ ବ୍ୟବହୃତ ମୋଡ଼ା —୩. Three blades of Kuṡa grass coiled together.