ତ୍ରୈଗୁଣ୍ୟ
ଦେଖଣା
ତ୍ରୈଗୁଣ୍ୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ତ୍ରିଗୁଣ+ସ୍ୱାର୍ଥ. ଯ)
[ସମ୍ପାଦନା]- ୧. ସତ୍ତ୍ୱ, ରଜଃ, ତମଃ ଏହି ତିନି ଗୁଣର ସମଷ୍ଟି —୧. The aggregate of the three primordial attributes of nature
- ୨. ଦଉଡ଼ି ତିନି ସରି ଭଙ୍ଗା ହେବା ଅବସ୍ଥା — ୨. The state of having been twested or wrought with three strings.
- ୩. ତିନିଗୁଣର ଭାବ —୩. The state of containing the three attributes.
ବିଶେଷଣ -
[ସମ୍ପାଦନା]ତ୍ରିଗୁଣସମ୍ୱନ୍ଧୀୟ —Relating to three fundamental attributes of nature.
[ ଦ୍ର—ତ୍ରି ସଂଯୁକ୍ତ ଶବ୍ଦମାନଙ୍କରେ, ସ୍ୱାର୍ଥରେ, ବ୍ୟାପ୍ତ୍ୟର୍ଥେ, ସମ୍ୱନ୍ଧାର୍ଥେ, ଦାତାର୍ଥେ, ଅ, ଯ ଆଦି ପ୍ରତ୍ୟୟ ହୋଇ 'ତ୍ରୌ' ଆଦ୍ୟାତ୍ମକ ଶବ୍ଦ ନିଷ୍ପନ୍ମ, ଯଥା—ତ୍ରୈଧାତୁକ—ତିନିଧାତୁ ମିଶ୍ରିତ ତ୍ରୈପୁର—ତ୍ରିପୁର ସମ୍ୱନ୍ଧୀୟ ତ୍ରୈପୁରରୁଷ—ତ୍ରିପୁରୁଷ ସମ୍ୱନ୍ଧୀୟ ତ୍ରୈବର୍ଗ୍ୟ ଓ ତ୍ରୈବଗିକ ଓ ତ୍ରୈବଗିକ—ତ୍ରିବର୍ଗ ସମ୍ୱନ୍ଧୀୟ ତ୍ରୈବର୍ଣ୍ଣିକ—ତ୍ରି ବର୍ଣ୍ଣ ସମ୍ୱନ୍ଧୀୟ ତ୍ରୈବାର୍ଷ—ତ୍ରିବର୍ଷ ସମ୍ୱନ୍ଧୀୟ ତ୍ରୈମାସିକ—ତ୍ରି ମାସ ସମ୍ୱନ୍ଧୀୟ ତ୍ରୈବିକ୍ରମ—ତ୍ରିବିକ୍ରମ ସମ୍ୱନ୍ଧୀୟ ତ୍ରୈବିଧ୍ୟ—ତ୍ରିବିଧ ଭାବ ତ୍ରୈସଙ୍କବ—ତ୍ରିଶଙ୍କୁ ସମ୍ୱନ୍ଧୀୟ. ଇତ୍ୟାଦି]