ତ୍ରୈରାଶିକ
ଦେଖଣା
ତ୍ରୈରାଶିକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -(ତ୍ରିରାଶି+ପରିମାଣାର୍ଥ. କ)
[ସମ୍ପାଦନା](ଗଣିତ) ତିନି ଗୋଟି ରାଶିର ପରସ୍ପର ଘଟିତ ଅଙ୍କପ୍ରଣାଳୀ — (Arithmetic) The rule of three.
[ ଦ୍ର—ଏହାଦ୍ୱାର ତିନିଗୋଟି ଦତ୍ତ ରାଶି ସାହାଯ୍ୟରେ ୪ର୍ଥ ଅଜ୍ଞାତ ରାଶି ଜଣା ପଡ଼େ
ଯଥା—ଜଣକୁ ଟ୧/?/: ଦିଆଗଲେ ୧୫: ଜଣକୁ କେତେ ଦିଆ ଯିବା ଏହାକୁ ତ୍ରୈରାଶିକ ପ୍ରଣାଳୀରେ କଲେ
୧ : ୧୫: : ଟ୧ : ଅଜ୍ଞାତ; ଏଥିର ସାଧନ; ଅଜ୍ଞାତ ୧୫୫୧/୧=୧୫/୧: =ଟ ୧୫: ]
ବିଶେଷଣ -
[ସମ୍ପାଦନା]ଜ୍ୟୋତିଷୋକ୍ତ ତିନିଗୋଟି ରାଶି ସମ୍ୱନ୍ଧୀୟ — Belonging to three signs of zodiac.