Jump to content

ତ୍ରୋଟକ

ଉଇକିଅଭିଧାନ‌ରୁ

ତ୍ରୋଟକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ -(ତ୍ରୁଟ୍ ଧାତୁ+କରଣ. ଅକ)

[ସମ୍ପାଦନା]

ଛେଦକ — Cutting.

ବିଶେଷ୍ୟ -

[ସମ୍ପାଦନା]
୧. ଦୃଶ୍ୟ କାବ୍ୟ ବା ନାଟକବିଶେଷ — ୧. A species of drama (M.W.)

[ ଦ୍ର—ଏଥିରେ ୫ ଠାରୁ ୯ ଗୋଟି ଅଙ୍କ ଥାଏ ସ୍ୱର୍ଗୀୟ ଓ ପାର୍ଥିବ ବିଷୟ ବ୍ୟାପାର ଏହାର ପ୍ରଧାନ ବର୍ଣ୍ଣନୀୟ ବିଷୟ ଏଥିରେ ଶୃଙ୍ଗାର ପ୍ରଧାନ ରସ ]

୨. ବିଷଧର ପୋକବିଶେଷ —୨. Name of venomous insect (M.W.)
୩. କ୍ରୋଧମୟ ବାକ୍ୟ —୩. Angry speech (M.W.)