Jump to content

ତ୍ରୋଟି

ଉଇକିଅଭିଧାନ‌ରୁ

ତ୍ରୋଟି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ତ୍ରଟ୍ ଧାତୁ+କର୍ତ୍ତୃ. ଇ; ତୁଳ. ଇଂରାଜୀ - ଥ୍ରୋଟ୍)

[ସମ୍ପାଦନା]
୧. ପକ୍ଷୀର ଥଣ୍ଟ; ଚ଼ଞ୍ଚୁ —୧. Beak; bill.

ବୈଦେହୀ ତ୍ରାହି ଦେହ ବିଦାର ମୁଖ ତ୍ରୋଟି ହେତୁ ଭଞ୍ଜ. ବୈଦେହୀଶବିଳାସ

୨. ମାଛର ମୁହଁ —୨. The mouth of a fish (M.W.)
୩. ତୋଡ଼ି ମାଛ — ୩. A kind of fresh water fish.
୪. କଙ୍କ ପକ୍ଷୀ —୪. The kaṅka bird (M.W.)
୫. କାଫଡ଼ ବା କଟଫଳ ଗଛ — ୫. A medicinal tree (Myric Nagi)