ତ୍ରୋଟୀ
ଦେଖଣା
ତ୍ରୋଟୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ତ୍ରୁଟ୍ ଧାତୁ+ଅ+ଈ)
[ସମ୍ପାଦନା]- ୧. ତଣ୍ଟି; ତୋଟି (ହିନ୍ଦୀ - ଶବ୍ଦସାଗର) —୧. Throat.
- ୨. ଚଞ୍ଚୁ; ଚଣ୍ଟ —୨. Beak of a bird.
[ ଦ୍ର—ତ୍ରୋଟି ଶବ୍ଦର ତୋଟି ବା ତଣ୍ଟି ଅର୍ଥ ଆପ୍ତେ, ମନିଅର ଡଇଲିଅମ୍ସ୍ ଓ ପ୍ରକୃତିବାଦରେ ନାହିଁ; ଜ୍ଞାନେନ୍ଦ୍ରଙ୍କ ବଙ୍ଗଳା ଅଭିଧାନରେ ତ୍ରୋଟି ଓ ତ୍ରୋଟି ଶବ୍ଦର ଏକ ଅର୍ଥ ତଣ୍ଠି, ନରକଣ୍ଠର ଚଞ୍ଚୁବତ୍ ଉନ୍ନତ ଅସ୍ଥି ବୋଲି ଲେଖା ଅଛି]