ତ୍ରୋଣା
ଦୁଇ ଖୁଣ୍ଟରେ ବନ୍ଧା ହେବା ମାଳା; ତୋରଣ —A garland hung on two posts; festoon.
ତ୍ରୋଣା ଲମ୍ୱାଇ ଗୃହ ମଣ୍ଡେ ଚନ୍ଦନ ଛେରା ରାଜଦାଣ୍ଡ—ଜଗନ୍ନାଥ, ଭାଗବତ