Jump to content

ତ୍ରୋତ୍ର

ଉଇକିଅଭିଧାନ‌ରୁ

ତ୍ରୋତ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତ୍ରୈ ଧାତୁ=ରକ୍ଷା କରିବା+ସଂଜ୍ଞାର୍ଥେ ଉତ୍ର)

[ସମ୍ପାଦନା]
୧. ପାଞ୍ଚଣ —୧. A staff; a cowherd's or driver's staff.
୨. ଚାବୁକ —୨. Whip.
୩. ରୋଗବିଶେଷ —୩. A disease.