ତ୍ର୍ୟକ୍ଷର
ଦେଖଣା
ତ୍ର୍ୟକ୍ଷର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ତ୍ରି+ଅକ୍ଷର)
[ସମ୍ପାଦନା]ତିନି ଅକ୍ଷରଯୁକ୍ତ — Consisting of three letters.
ବିଶେଷ୍ୟ -
[ସମ୍ପାଦନା]- ୧. ପ୍ରଣବ; ଓଁ କାର (ଏହି ଅ. ଉ. ମ. ଏହି ୩ ଅକ୍ଷରର ସମଷ୍ଟି) —୧. The mystic sound 'Om' utterd by the Hindus.
- ୨. ତିନି ଅକ୍ଷରଯୁକ୍ତ ବର୍ଣ୍ଣ —୨. A trigraph.
- ୩. ବିବାହର ଘଟକ —୩. A marriage-broker.