Jump to content

ତ୍ର୍ୟଶୀତି

ଉଇକିଅଭିଧାନ‌ରୁ

ତ୍ର୍ୟଶୀତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ଓ ବିଶେଷଣ - (ତ୍ରି+ଅଶୀତି)

[ସମ୍ପାଦନା]

ଅଶି ଅପେକ୍ଷା ତିନି ଅଧିକ ସଂଖ୍ୟା; ତେୟାଅଶି; ୮୩: —୮୩; Eighty three.