Jump to content

ତ୍ରୟ

ଉଇକିଅଭିଧାନ‌ରୁ

ତ୍ରୟ

ଉଚ୍ଚାରଣ

[ସମ୍ପାଦନା]
(ତ୍ରୟୀ—ସ୍ତ୍ରୀ)
  • (file)
  • (file)

ସଂସ୍କୃତ - ବିଶେଷ୍ୟ - କ୍ଳୀ (ତ୍ରି+ସଂଜ୍ଞାର୍ଥେ. ଅୟ)

[ସମ୍ପାଦନା]
୧. ତିନି ସଂଖ୍ୟାର ସମାହାର — ୧. Triplate; an aggregate of three.
୨. ତିନି ଜଣ ବ୍ୟକ୍ତି —୨. Three persons; trio.
୩. ତିନି ସଂଖ୍ୟା —୩. Number three.
୪. ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ଏହି ତିନି ଭୁବନ — ୪. The earth, the heaven and the nether world.
୫. ବ୍ରହ୍ମା, ବିଷ୍ଣୁ, ଶିବ ଏହି ତିନି ମୂର୍ତ୍ତି — ୫. The Hindu Trinity; Traid.
୬. ଋକ୍, ସାମ, ଯଜୁଃ ଏହି ତିନି ବେଦ — ୬. The three vedas.
୭. ଗୃହଣୀ —୭. House—wife.
୮. ଦୂର୍ଗା —୮. Goddess Durgā

ବିଶେଷଣ -

[ସମ୍ପାଦନା]
୧. ତ୍ରିଗୁଣଯୁକ୍ତ; ତ୍ରିଗୁଣିତ —୧. Triple
୨. ତ୍ରିସଂଖ୍ୟକ —୨. Numbering three.
୩. ତୃତୀୟ —୩. Third.