ତ୍ରୟୋଦଶୀ
ଦେଖଣା
ତ୍ରୟୋଦଶୀ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ତ୍ରୟୋଦଶ+ଈ)
[ସମ୍ପାଦନା]ଚନ୍ଦ୍ରର ତ୍ରୟୋଦସ କଳାର ହ୍ରାସ ବା ବୃଦ୍ଧିଜନିତ ତିଥି; ଚନ୍ଦ୍ରପକ୍ଷର ତ୍ରୟୋଦସ ଦିବସ —The ୧୩th day of lunar fortnight.
[ ଦ୍ର—ଏକ ମାସ ମଧ୍ୟରେ ଦୁଇଗୋଟି ତ୍ରୟୋଦଶୀ ତିଥି ପଡ଼େ ଯଥା—ଶୁକ୍ଳା ତ୍ରୟୋଦଶୀ ଓ କୃଷ୍ଣା ତ୍ରୟୋଦଶୀ]