Jump to content

ତ୍ୟାଗପତ୍ର

ଉଇକିଅଭିଧାନ‌ରୁ

ତ୍ୟାଗପତ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ସଂସ୍କୃତ - ପଦ୍ୟ, କିନ୍ତୁ ଦେଶଜରୂପେ ବ୍ୟବହୃତ)

[ସମ୍ପାଦନା]
୧. ତଲ୍ୟାକନାମ; ଛାଡ଼ପତ୍ର; ସ୍ୱାମୀ ସ୍ତ୍ରୀକୁ ତ୍ୟାଗ କଲେ ଯେଉଁ ଦଲିଲ ଲେଖିଦିଏ — ୧. Deed of divorce.
୨. କୌଣସି ବିଷୟରୁ ସ୍ୱତ୍ୱ ପରିତ୍ୟାଗ କରିବା ନିମନ୍ତେ କରାରନାମ; ନାଦାବୀ ପତ୍ର —୨. Deed of relinquishment.
୩. ଇସ୍ତଫା —୩. Resignation.