ତ୍ୟାଗିଲା
ତ୍ୟକ୍ତ ହୋଇଥିବା; ତ୍ୟାଗ କରାଯାଇ ଥିବା — Abandoned.
ତ୍ୟାଗିଲା ପିଣ୍ଡରେ କେହୁ ପୁରାଇବ ପ୍ରାଣ ପ୍ରାଚି. ରହସ୍ୟ ମଞ୍ଜରୀ