ତ୍ୟାଗୀ
ଦେଖଣା
ତ୍ୟାଗୀ
ଉଚ୍ଚାରଣ
[ସମ୍ପାଦନା](ତ୍ୟାଗୀନୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ -(ତ୍ୟାଗ +ଅଛି ଅର୍ଥରେ ଇନ୍; ୧ ମା. ୧ବ)
[ସମ୍ପାଦନା]- ୧. ଯେ ତ୍ୟାଗ କରେ —୧. Abandoning; forsaking; relinquishing; renouncing.
(ଯଥା—ସ୍ୱାର୍ଥ ତ୍ୟାଗୀ; ଗୃହତ୍ୟାଗୀ; ସଂସାର ତ୍ୟାଗୀ ଇତ୍ୟାଦି)
- ୨. ଦାନୀ —୨. Liberal.
- ୩. ସ୍ୱାର୍ଥତ୍ୟାଗୀ —୩. Self-sacrificing.
ବିଶେଷ୍ୟ -
[ସମ୍ପାଦନା]ବୈରାଗୀ; ଯୋଗୀ —An ascetic;a recluse.