ତ୍ୱ
ଭାବାର୍ଥ ଓ ଗୁଣବାଚକ ପ୍ରତ୍ୟୟ —A sufflx denoting the state or quality of something.
(ଯଥା—ନରତ୍ୱ; ଶୁକ୍ଳତ୍ୱ)
[ଦ୍ରଷ୍ଟବ୍ୟ —ଏହା ବିଶେଷ୍ୟ ଓ ବିଶେଷଣ ପରେ ଯୁକ୍ତ ହେଲେ ଭାବ ବା ଗୁଣବାଚକ ବିଶେଷ୍ୟ ପଦ ନିଷ୍ପନ୍ନ ହୁଏ]