Jump to content

ତ୍ୱକ୍

ଉଇକିଅଭିଧାନ‌ରୁ

ତ୍ୱକ୍

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ତ୍ୱଚ୍ ଧାତୁ=ଆବରଣ କରିବା+କର୍ତ୍ତୃ. କ୍ୱିପ୍)

[ସମ୍ପାଦନା]
୧. ଛାଲ; ଦେହର ଚମ —୧. Skin; hide.
୨. ଛେଲି; ଗଛର ବକଳ —୨. Bark of a tree.
୩. ସ୍ପର୍ଶେନ୍ଦ୍ରିୟ —୩. The organ of touch.

[ଦ୍ରଷ୍ଟବ୍ୟ —ଏ ପାଞ୍ଚ ଜ୍ଞାନେନ୍ଦ୍ରିୟ ମଧ୍ୟରୁ ଏକତମ; ଏହା ପ୍ରାଣୀର ରକ୍ତମାଂସାସ୍ଥିସମନ୍ୱିତ ଦେହ ଉପରେ ବିସ୍ତୃତ; ଏହାଦ୍ୱାରା ତାପ, ଶୈତ୍ୟ, କୋମଳତା, ଦୃଢ଼ତା, ମସୃଣତା, ରୂଢ଼ତା ଅନୁଭୂତ ହୁଏ]

୪. ଫଳର ଚୋପା —୪. The rind of a fruit; peel.
୫. ଡାଳଚିନି —୫. Cinnamon.
୬. ତେଜପତ୍ର —୬. The cassia cinnamon; the cassia leaves.
୭. ଛତାଉରି (ହରେକୃଷ୍ଣ ଦ୍ରବ୍ୟଗୁଣ) — ୭. Asparagus Recemosus.