Jump to content

ତ୍ୱଗିନ୍ଦ୍ରିୟ

ଉଇକିଅଭିଧାନ‌ରୁ

ତ୍ୱଗିନ୍ଦ୍ରିୟ

ଉଚ୍ଚାରଣ

[ସମ୍ପାଦନା]
  • ରୋ.ଟ୍ରା. — Twagindriya
  • ଆଇ.ପି.ଏ. — tˈɔ hˈʌlˈʌntɔ lˈetəbˈiːʃˈatoˈekˈo ɡˈɔ hɾˌɔʃʃoˈikaɾ nˈɔ hˈʌlˈʌntɔ dˈɔ hˈʌlˈʌntɔ ɾˈɔ hɾˌɔʃʃoˈikaɾ ˈɔj

ସଂସ୍କୃତ - ବିଶେଷ୍ୟ - (ଦ୍ୱନ୍ଦ୍ୱ; ତ୍ୱକ୍+ଇନ୍ଦ୍ରିୟ; କିମ୍ୱା ରୂପକ)

[ସମ୍ପାଦନା]
୧. ସ୍ପର୍ଶେନ୍ଦ୍ରିୟ; ଯେଉଁ ଇନ୍ଦ୍ରିୟଦ୍ୱାରା ପ୍ରାଣୀ ଅନ୍ୟ ବସ୍ତୁର ସ୍ପର୍ଶ ଅନୁଭବ କରେ — ୧. The sense of touch.
୨. ଚର୍ମ; ଚମଡ଼ା —୨. Skin.