Jump to content

ତ୍ୱରିତ

ଉଇକିଅଭିଧାନ‌ରୁ

ତ୍ୱରିତ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ତ୍ୱରା+ଯୁକ୍ତାର୍ଥେ. ଇତ)

[ସମ୍ପାଦନା]

ସତ୍ୱର — Swift; quick; hasty.

କ୍ରି. ବିଶେଷଣ -

[ସମ୍ପାଦନା]

ଶ୍ରୀଘ୍ର; ତ୍ୱାରାସହକାରେ — Swiftly; hastily.