Jump to content

ତ୍ୱଷ୍ଟା

ଉଇକିଅଭିଧାନ‌ରୁ

ତ୍ୱଷ୍ଟା

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ତ୍ୱକ୍ଷ୍ ଧାତୁ+କର୍ତ୍ତୃ. ତୃ=ତ୍ୱଷ୍ଟ; ୧ମା. ୧ବ)

[ସମ୍ପାଦନା]
୧. ବିଶ୍ୱକର୍ମା —୧. The heavenly architect according to the Hindus.

[ଦ୍ରଷ୍ଟବ୍ୟ —ବିଷ୍ଣୁପୁରାଣ ମତରେ ସୂର୍ଯ୍ୟଙ୍କର ୭ ଜଣ ସାରଥି ମଧ୍ୟରୁ ଏ ଜଣେ]

୨. ବଢ଼େଇ —୨. Carpenter.
(ତୃଷ୍ଟୀ—ସ୍ତ୍ରୀ) 
୩. ସୂର୍ଯ୍ୟ —୩. The Sun god.
୪. ମହାଦେବ —୪. God Ṡiba.
୫. ବୃତ୍ରାସୁରର ପିତା —୫. Father of Brutra.
୬. ଦ୍ୱାଦଶାଦିତ୍ୟ ମଧ୍ୟରୁ ଏକାଦଶ (ଏ ଚକ୍ଷୁର ଅଧିଷ୍ଠାତା ଦେବ) —୬. Name of the eleventh solar Deity.
୭. ଚିତ୍ରା ନକ୍ଷତ୍ରର ଅଧିଷ୍ଠାତା ଦେବ —୭. The Deity presiding over the ୧୪ th asterism.
୮. ବୌଦିକ ଦେବତା ବିଶେଷ — ୮. Name of the Vedic Deity.

[ ଦ୍ର—ଏ ପ୍ରାଣିର ଗର୍ଭସ୍ଥ ବିର୍ଯ୍ୟକୁ ବିଭାଗ କରନ୍ତି ବୋଲି ବର୍ଣ୍ଣିତ ହୋଇଅଛନ୍ତି ]

୯. ବର୍ଣସଂକର ଜାତିବିଶେଷ; ସୂତ୍ରଧାର — ୯. Name of caste of mixed blood; carpenter.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ତକ୍ଷଣକର୍ତା; ଯେ କାଠ ତାଞ୍ଚେ —Scraping wood.