Jump to content

ତ୍ୱିଟ୍

ଉଇକିଅଭିଧାନ‌ରୁ

ତ୍ୱିଟ୍

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ତ୍ୱିଷ=ଦୀପ୍ତି ପାଇବା+କର୍ତ୍ତୃ. କ୍ୱିପ୍ ୧ମା. ୧ବ)

[ସମ୍ପାଦନା]
୧. ଶୋଭା —୧. Beauty.
୨. ଦୀପ୍ତି; ପ୍ରଭା —୨. Brillinace.
୩. ଆଲୋକ —୩. Light.
୪. ବ୍ୟବସାୟ —୪. Trade.
୫. ବାକ୍ୟ —୫. Speech.