ଉଇକିଅଭିଧାନ‌ରୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଥଅ—ଅନ୍ୟରୂପ)

  • (file)
  • (file)
  • (file)

ସଂସ୍କୃତ -[ସମ୍ପାଦନା]

ସପ୍ତଦଶ ବ୍ୟଞ୍ଜନ ବର୍ଣ୍ଣ; ତ ବର୍ଗର ଦ୍ୱୀତୀୟ ବର୍ଣ୍ଣ ଏଥିର ଉଚ୍ଚାରଣ ସ୍ଥାନ ଦନ୍ତ, ତେଣୁ ଏହା 'ଦନ୍ତ୍ୟ' ବର୍ଣ୍ଣ — The ୧୭th letter of the consonants corresponding to the sound of 'th' in path.

ବିଶେଷ୍ୟ - (ସ୍ଥା ଧାତୁ=ରହିବା+କର୍ତ୍ତୃ. ଅ)[ସମ୍ପାଦନା]

୧. ପର୍ବତ —୧. Mountain.
୨. (+ଭାବ. ଅ) ଭକ୍ଷଣ —୨. Eating.
୩. ଭୟତ୍ରାତା —୩. Deliverer from fear.
୪. ଭୟ ଚିହ୍ନ —୪. Sign of fear.
୫. ରଷଣ —୫. Protection.
୬. (+କରଣ. ଅ) ଭୟ —୬. Fear; terror.
୭. ମଙ୍ଗଳ —୭. Welfare.

ପ୍ରାଦେଶିକ - (ପୁରୀ)କ୍ରିୟାପଦ - (ପୁରୀ ଜିଲ୍ଲା ବ୍ରାହ୍ମଣଙ୍କ ବ୍ୟବହୃତ ମଧ୍ୟମ ପୁରୁଷ ଅନୁଜ୍ଞା ୧ବ)[ସମ୍ପାଦନା]

(ତୁମ୍ଭେ) ଥାଅ — (you) Do stay.