ଥକା

ଉଇକିଅଭିଧାନ‌ରୁ

ଥକା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଥକା—ଅନ୍ୟରୂପ)

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ -(ସଂ ସ୍ଥଗିତ; ପ୍ରା. ଥକ୍କିତ)[ସମ୍ପାଦନା]

୧. ସ୍ଥଗିତ; ଗତିରହିତ —୧. Stopped; motioless.
୨. ଅବସନ୍ନ; ଶ୍ରାନ୍ତ; କ୍ଳାନ୍ତ — ୨. Tired; pulled down; fatigued.
୩. ନିର୍ବିକ୍ —୩. Speechless; silent.
୪. କିଂକର୍ତ୍ତିବ୍ୟବମୂଢ଼ — ୪. Dumbfounded; bewildered.
୫. ମୁଗ୍ଧ —୫. Enchanted.
୬. ମୂଢ଼; ନିର୍ବୋଧ —୬. Foolish.

(ଯଥା—ଥକା ମନ ଚାଲ ଯିବା, ଚକାନୟନ ଦେଖିବା—ଭଜନ)

୭. ଭୀତ; ତ୍ରସ୍ତ —୭. Alarmed.
୮. ବାସିଥକା; କାଲିଠାରୁ ବାକି ରହିଯିବା (କୌଣସି କାର୍ଯ୍ୟ) — ୮. Pending; left unfinished from yesterday.

(ଯଥା—ଆଜି ଯେତେ ରାତି ହେଉ ପଛକେ ଘରକୁ ଫେରି ଆସିବି, କାଲିକି ଥକା ରହିବ ନାହିଁ )

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଅବସାଦ — ୧. Weariness; exhaustion.
୨. ଦେଉଳର ଦହିନଉତି ଓ ଚକ୍ରର ମଧ୍ୟବର୍ତ୍ତୀ ସ୍ଥାନ — ୨. The space or portion of a temple between the dahi-nauti and the discus at the top.