Jump to content

ଥକିବା

ଉଇକିଅଭିଧାନ‌ରୁ

ଥକିବା

ଉଚ୍ଚାରଣ

[ସମ୍ପାଦନା]

(ଥଗିବା—ଅନ୍ୟରୂପ)

  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.—(ସ୍ଥଗ୍ ଧାତୁ=ସ୍ଥିର ହେବା; ପ୍ରା. ଥଗ୍ନ ଧାତୁ; ଥକ୍କ ଧାତୁ)

[ସମ୍ପାଦନା]
୧. ଅଶକ୍ତ ହେବା — ୧. To be unable.
୨. ଥକାମରା ହେବା; ଶ୍ରାନ୍ତ ହେବା — ୨. To become tired or fatigued.

ତତେ ଚାରିଦିନ ହେଲା ବୁଝେଇ ବୁଝେଇ ଥକିଲିଣି ଫକୀରମୋହନ ଛମାଣ ଆଠଗୁଣ୍ଠ

୩. ସ୍ଥିର ହେବା —୩. To become motionless.
୪. ମାନ୍ଦା ବା ଢିଲା ପଡ଼ିବା —୪. To become slack.
୫. ସ୍ତମ୍ଭିତ ହେବା —୫. To be dumbfounded.

ପଡ଼ିଲା ସେ ରୂପେ ଚିତ୍ତବୃତ୍ତି ଥକି ରାଧାନାଥ, ଚିଲିକା