ଥକ୍ ଖାଇବା

ଉଇକିଅଭିଧାନ‌ରୁ

ଥକ୍ ଖାଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ସ୍ଥଥ୍ ଧାତୁ; ପ୍ରା. ଥକ୍କ ଧାତୁ)[ସମ୍ପାଦନା]

୧. ଅବସନ୍ନ ହେବା —୧. To be exhausted; to sink down.
୨. କହୁ କହୁ ହଠାତ୍ ତୁନି ହେବା — ୨. Tp stop suddenly while speaking.
୩. ଗତିରହିତ ହେବା —୩. To stop.
୪. ନିର୍ବାକ୍ ହେବା; ଅବାକ୍ ହେବା —୪. To become dumb through fear or exhaustion.
୫. ନିବୃତ୍ତ ହେବା —୫. To cease from any work.