ଥଙ୍ଗ ଥଙ୍ଗ

ଉଇକିଅଭିଧାନ‌ରୁ

ଥଙ୍ଗ ଥଙ୍ଗ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ଥଙ୍ଗେଇ ଥଙ୍ଗେଇ—ଅନ୍ୟରୂପ)

ଦେଶଜ - ବିଶେଷଣ -(ସଂସ୍କୃତ - ସ୍ତମ୍ଭିତ)[ସମ୍ପାଦନା]

୧. କୌଣସି କାର୍ଯ୍ୟ କରିବାକୁ ପଶ୍ଚାତ୍ପଦ —୧. Hesitating or scrupling to do a work.
୨. କାର୍ଯ୍ୟ କରୁ କରୁ ମଝିରେ ସ୍ଥଗିତ ହେଉଥିବା — ୨. Pausing at intervals; halting (in the course of doing something.)

ଚଳି ନ ପାରି ହେଲେ ଥଙ୍ଗ ଥଙ୍ଗ କବିସୂର୍ଯ୍ୟ. ଚନ୍ଦ୍ରକଳା

୩. ସନ୍ଦିଗ୍ଧ —୩. Suspicious; doubtful.
୪. ଅଟକି ଅଟକି କଥା କହୁଥିବା — ୪. Speaking with pauses.

ବାଣୀକି ଥଙ୍ଗ ଥଙ୍ଗ କରି ସେ ଯୁବତୀ କଲେ ନକ ମୁଖକୁ ଚାହିଁ ଏ ଯୁବତି କୃଷ୍ଣସିଂହ. ମହାଭାରତ ବନ

୫. ମଝିରେ ଅଟକି ଅଟକି କୁହାଯାଉ ଥିବା (କଥା) — ୫. Spoken at intervals between utterances.