ଥଟ୍ଟା କରିବା

ଉଇକିଅଭିଧାନ‌ରୁ

ଥଟ୍ଟା କରିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ଟଟ୍ଟରୀ)[ସମ୍ପାଦନା]

୧. ପରିହାସ କରିବା — ୧. To cut jokes; to jest.

ଲୁଚିବସି କାଳ କରେ ଯାକୁ ଥଟା ରାଧାନାଥ. ଦରବାର

୨. ବ୍ୟଙ୍ଗବିଦ୍ରୂପ କରିବା —୨. To satirise.