ଥଣ୍ଟ

ଉଇକିଅଭିଧାନ‌ରୁ

ଥଣ୍ଟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

=== ଦେଶଜ - ବିଶେଷ୍ୟ - [ସଂସ୍କୃତ - ତ୍ରୋଟି, ତୁଣ୍ଡ (Beams)]—

ପକ୍ଷୀର ଚଞ୍ଚୁ — Beak of a bird.

ଥଣ୍ଟରେ ଟିକି ଟିକି କରିଣ ଖାଇଲେ କୃଷ୍ଣସିଂହ, ମହାଭାରତ ଆଦି


ବିଶେଷଣ -[ସମ୍ପାଦନା]

ଏକାଥରକେ ଥଣ୍ଟଭିତରେ ଯେତେ ପରିମାଣ ପଦାର୍ଥ ସମ୍ଭେଇବ ସେହି ପରିମିତ —As much as can be contained within the beak of a bird.

(ଯଥା—ଧାନ ମୁନ୍ଦୁରାରୁ କୁଆ ଥଣ୍ଟେ ଘେନି ଗଲେ ସରିଯିବ ନାହିଁ)