ଥଣ୍ଡା କରିବା
ଦେଖଣା
ଥଣ୍ଡା କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଶୀତଳ କରିବା — ୧. To make cool; to lower the temperature of.
- ୨. ଉପଶମ କରିବା; ଶାନ୍ତି କରିବା — ୨. To appeaser; to satiate.
- ୩. ସାନ୍ତ୍ୱନା ଦେବା —୩. To comfort; to soothe.
ବ୍ରହ୍ମା ସେଠାରୁ ଆସି ତାଙ୍କୁ ବୁଝାଇ ସୁଝାଇ ଥଣ୍ଡା କରି ଦେଲେ— ନୀଳକଣ୍ଠଦାଶ, ପିଲାଙ୍କ ରାମାୟଣ
- ୪. ପ୍ରକୃତିସ୍ଥ କରିବା — ୪. To bring one to one's senses.
- ୫. ଦମନ କରିବା —୫. To check a person; to teach a lesson; to reduce a person to meekness.
ଏପରି କଲେ ରାମ, ଲକ୍ଷ୍ମଣ ଆସି ତୋତେ ଥଣ୍ଡା କରି ଦେବେ ନୀଳକଣ୍ଠଦାସ, ପିଲାଙ୍କ ରାମାୟଣ
- ୬. ଶୀତଳ ଉପଚାର ପ୍ରୟୋଗ କରିବା — ୬. To apply soothing remedies.