ଥଣ୍ଡା ବେଳ
ଦେଖଣା
ଥଣ୍ଡା ବେଳ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଥଣ୍ଡା ବେଳ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଦିବସର ଯେଉଁ ସମୟରେ ସୂର୍ଯ୍ୟକିରଣର ପ୍ରଖରତା ନ ଥାଏ (ସନ୍ଧ୍ୟା, ସକାଳ ଓ ରାତି) — ୧. Cool time of the day (viz. morning, evening and night); cool hours of the day.
- ୨. ଦିବସର ଯେଉଁ ସମୟରେ ଶୀତ ଅନୁଭୂତ ହୁଏ — ୨. Time of the day when it is cold or when one may catch cold.