ଥଣ୍ଡା ଲାଗିବା
ଦେଖଣା
ଥଣ୍ଡା ଲାଗିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଥଣ୍ଡା ଲାଗିବା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଶୀତଳ ବୋଧ ହେବା — ୧. Feeling of a cool sensation.
- ୨. ଶରଦି ଧରିବା —୨. Catching of cold; being effected by chill.
- ୩. ଦେହରେ କାକର ବା ଥଣ୍ଡା ପବନ ଲାଗିବା — ୩. Being affected by cold air or dew.
କ୍ରିୟାପଦ -
[ସମ୍ପାଦନା]ହାତକୁ ବା ସ୍ପର୍ଶକୁ କାକରିଆ ଲାଗିବା — To appear cold to one's touch.