Jump to content

ଥଣ୍ଡା ହେବା

ଉଇକିଅଭିଧାନ‌ରୁ

ଥଣ୍ଡା ହେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ଲକ୍ଷଣାର୍ଥ)

[ସମ୍ପାଦନା]
୧. କୌଣସି ଅସନ୍ତୋଷର କାରଣର ନିବୃତ୍ତି ପରେ ମନରେ ଶାନ୍ତି ଉପଭୋଗ କରିବା —୧. (figurative) To be pacified after one's grievance is remedied.

(ଯଥା—ମୁଦାଲାଙ୍କୁ ପଚାଶ ପଚାଶ ଟଙ୍କା ଜୋରିମାନା କରିବାରୁ ମୁଦେଇମାନେ ଥଣ୍ଡା ହୋଇଗଲେ)

୨. (ଲକ୍ଷଣାର୍ଥ) କ୍ଷୁଧା ତୃଷ୍ଣାଦିର ନିବୃତ୍ତି ପରେ ଶାନ୍ତ ହେବା — ୨. (figurative) To be satiated after satisfaction of hunger, thirst etc.

(ଯଥା—ସନ୍ଧ୍ୟା ବେଳକୁ ଯାଇ ଅନ୍ନ ମୁଠିଏ ପଡ଼ିବାରୁ ପେଟ ଥଣ୍ଡା ହେଲା)

୩. ଶୀତଳ ହେବା —୩. To become cold.