Jump to content

ଥନ୍ତଲ

ଉଇକିଅଭିଧାନ‌ରୁ

ଥନ୍ତଲ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ତୁନ୍ଦିଳ ବା ସ୍ଥୂଳ)

[ସମ୍ପାଦନା]

ପୃଥୁଳ; ସ୍ଥୂଳ — Fat; corpulent.

[ଦ୍ରଷ୍ଟବ୍ୟ —ଏହା କେବଳ ପେଟର ବିଶେଷଣରୂପେ ବ୍ୟବହୃତ ହୁଏ]