Jump to content

ଥନ୍ତଲ ପେଟିଆ

ଉଇକିଅଭିଧାନ‌ରୁ

ଥନ୍ତଲ ପେଟିଆ

ଉଚ୍ଚାରଣ

[ସମ୍ପାଦନା]
(ଥନ୍ତଲ ପେଟେଈ—ସ୍ତ୍ରୀ) 

ଦେଶଜ - ବିଶେଷଣ -

[ସମ୍ପାଦନା]

ସ୍ଥୂଳୋଦର ବିଶିଷ୍ଟ — Pot-bellied; corpulent.

ଥନ୍ତଲ ପେଟିଆ 'ଥ' ଦହି ନଉଚିଆ 'ଧ' ଅକ୍ଷର ପରିଚୟ ସମ୍ୱନ୍ଧେ, ଶିଶୁଗୀତ